Trace Id is missing
ମୁଖ୍ୟ ବିଷୟବସ୍ତୁକୁ ଯାନ୍ତୁ
ସାଇନ୍ ଇନ୍

Microsoft® Office ଭାଷା ଆସେସୋରି ପ୍ୟାକ୍‌ – ଓ‌ଡ଼ିଆ

Microsoft Office ଭାଷା ଆସେସୋରି ପ୍ୟାକ୍‌ - ଓଡ଼ିଆ ଆପଣ ସଂସ୍ଥାପନ କରୁଥିବା ଭାଷା ଉପରେ ନିର୍ଭର କରି ଅତିରିକ୍ତ ପ୍ରଦର୍ଶନ, ସହାୟତା, କିମ୍ବା ପ୍ରୁଫିଂ ଉପକରଣଗୁଡିକ ଯୋଗ କରେ.

ଗୁରୁତ୍ୱପୂର୍ଣ୍ଣ! ନିମ୍ନରେ ଏକ ଭାଷାର ଚୟନ କରିଲେ ସମ୍ପୂର୍ଣ୍ଣ ପୃଷ୍ଠା ବିଷୟବସ୍ତୁଟି ସେହି ଭାଷାକୁ ଡାଇନାମିକ୍ ଭାବେ ବଦଳି ଯିବ।

ଡାଉନ୍​ଲୋଡ୍ କରନ୍ତୁ
  • ସଂସ୍କରଣ:

    2016/2019

    ପ୍ରକାଶିତ ତାରିଖ:

    3/14/2016

    ଫାଇଲ ନାମ:

    Office2016_LAP_Readme_or-in.docx

    ଫାଇଲ୍ ଆକାର:

    23.9 KB

    Microsoft Office ଭାଷା ଆସେସୋରି ପ୍ୟାକ୍‌ - ଓଡ଼ିଆ ଆପଣ ସଂସ୍ଥାପନ କରୁଥିବା ଭାଷା ଉପରେ ନିର୍ଭର କରି ଅତିରିକ୍ତ ପ୍ରଦର୍ଶନ, ସହାୟତା, କିମ୍ବା ପ୍ରୁଫିଂ ଉପକରଣଗୁଡିକ ଯୋଗ କରେ.
    ସଂସ୍ଥାପନ ପରେ, Microsoft Office ଭାଷା ଆସେସୋରି ପ୍ୟାକ୍‌ - ଓଡ଼ିଆ ସାମର୍ଥ୍ୟ ଓ ଅନୁରୂପ ବିକଳ୍ପଗୁଡିକ Office ଆପ୍ଲିକେସନ୍‌ଗୁଡିକ ଏବଂ Microsoft Office ଭାଷା ଆସେସୋରି ପ୍ୟାକ୍‌ରେ ଉପଲବ୍ଧ ହୋଇଥାଏ.
  • ସମର୍ଥିତ ଅପରେଟିଂ ସିଷ୍ଟମ୍ ଗୁଡ଼ିକ

    Windows 10, Windows 7, Windows 8

      ସିଷ୍ଟମ୍‌ ଆବଶ୍ୟକତାଗୁଡିକ ଉପରେ ସଦ୍ୟତମ ଡାଟା ପାଇଁ ଲିଙ୍କ୍‌ ଦେଖନ୍ତୁOffice ପାଇଁ ସିଷ୍ଟମ୍‌ ଆବଶ୍ୟକତାଗୁଡିକ
      Microsoft Windows 8 - 32 କିମ୍ବା 64 ବିଟ୍‌ OS
      Microsoft Windows 10 - 32 କିମ୍ବା 64 ବିଟ୍‌ OS. (Office 2019 ଗୋଟିଏ-ଥର କ୍ରୟ ଉପଭୋକ୍ତାମାନଙ୍କ ପାଇଁ Windows 10 ହେଉଛି ଏକମାତ୍ର ସମର୍ଥିତ OS)
      ନୋଟ୍:ଆପଣଙ୍କ ଭାଷା ପାଇଁ ସର୍ବାଧିକ ସମର୍ଥନ ସୁନିଶ୍ଚିତ କରିବାକୁ ଦୟାକରି ଆପଣଙ୍କ ଅପରେଟିଂ ସିଷ୍ଟମ୍‌ ପାଇଁ ସଦ୍ୟତମ ସେବା ପ୍ୟାକ୍ ଗୁଡିକ ସଂସ୍ଥାପନ କରିବାକୁ ସୁନିଶ୍ଚିତ କରନ୍ତୁ.

    ସଫ୍ଟୱେୟାର୍‌Office 2016 ର ଯେକୌଣସି ସଂସ୍କରଣ (କିମ୍ବା ନୂତନତର) ସୁଇଟ୍‌ କିମ୍ବା ଏକକ ଯାହା Microsoft Excel, Microsoft Lync, Microsoft OneNote, Microsoft Outlook, Microsoft PowerPoint କିମ୍ବା Microsoft Word ଧାରଣ କରିଥାଏ ତାହା Microsoft Office ଭାଷା ଆସେସୋରି ପ୍ୟାକ୍‌ 2016 (କିମ୍ବା ନୂତନତର) - ଓଡ଼ିଆକୁ ସମର୍ଥନ କରିବ.
    କମ୍ପ୍ୟୁଟର୍‌ ଏବଂ ପ୍ରୋସେସର୍1.6 GHz ପ୍ରୋସେସର୍‌ ସହିତ SSE2 ସମର୍ଥନ କିମ୍ବା ଉଚ୍ଚତର; 4GB RAM; 2 GB RAM (32-ବିଟ୍‌) କିମ୍ବା ଉଚ୍ଚତର

    ଡିସ୍କ ସ୍ପେସ୍‌ସଂସ୍ଥାପିତ Office ଆପ୍ଲିକେସନ୍‌ଗୁଡିକ ଦ୍ୱାରା ବ୍ୟବହୃତ ହାର୍ଡ ଡିସ୍କ ସ୍ପେସ୍‌କୁ ବାଦ୍‌ ଦେଇ,
  • 4 GB ର ଉପଲବ୍ଧ ହାର୍ଡ ଡିସ୍କ ସ୍ପେସ୍‌.

  • ଅନ୍ୟ ସମସ୍ତ ସିଷ୍ଟମ୍‌ ଆବଶ୍ୟକତାଗୁଡିକ ଆପଣ Microsoft Office ଭାଷା ଆସେସୋରି ପ୍ୟାକ୍‌ - ଓଡ଼ିଆ ସହିତ ବ୍ୟବହାର କରୁଥିବା Office ଆପ୍ଲିକେସନ୍‌ଗୁଡିକରେ ସମାନ ରହିଛି.


  • Windows ଭାଷା ଇଣ୍ଟରଫେସ୍‌ ପ୍ୟାକ୍‌ଆପଣଙ୍କ ଅପରେଟିଂ ସିଷ୍ଟମ୍‌ ଏବଂ ସଫ୍ଟୱେୟାର୍‌ ଆପ୍ଲିକେସନ୍‌ଗୁଡିକ ପାଇଁ ସର୍ବାଧିକ ଭାଷା ସମର୍ଥନ ପାଇଁ ସଦ୍ୟତମ Windows ଭାଷା ଇଣ୍ଟରଫେସ୍‌ ପ୍ୟାକ୍‌ ସଂସ୍ଥାପନ କରିବାକୁ ସୁପାରିଶ କରାଯାଇଥାଏ.

    ମନିଟର୍‌ ରିଜୋଲ୍ୟୁସନ୍‌ ଏବଂ DPI ସେଟିଂସର୍ବୋଚ୍ଚ ଭାବେ 1366 x 768 ରିଜୋଲ୍ୟୁସନରେ ପଢିବା ପାଇଁ ଅନେକ ଫଣ୍ଟ୍‌ ସୃଷ୍ଟି କରାଯାଇଛି । ଯଦି ଆପଣଙ୍କର୍ତ ଭାଷା ଫଣ୍ଟ୍‌ ପଢିବାରେ ଅସୁବିଧା ହେଉଛି ଦୟାକରି ଆପଣଙ୍କ ପ୍ରଦର୍ଶନ ସେଟିଂସମୂହକୁ ଏହି ରିଜୋଲ୍ୟୁସନ କିମ୍ବା ଉଚ୍ଚତରକୁ ଅଦ୍ୟତନ କରନ୍ତୁ ଯଦି ଆବଶ୍ୟକ । ଦୟାକରି ଧ୍ୟାନ ଦିଅନ୍ତୁ: ଆମେ ଆପଣଙ୍କୁ Windows ଡିଫଲ୍ଟ DPI ସେଟିଂ - 96 DPI ରେ Office ଆପ୍ଲିକେସନ୍‌ଗୁଡିକ ବ୍ୟବହାର କରିବାକୁ ସୁପାରିଶ କରୁଛୁ. 120 DPI ସେଟିଂ ବ୍ୟବହାର କରିବା Office ସଂଳାପ ଆକାରଗୁଡିକ ବୃଦ୍ଧି କରିବା ଦ୍ୱାରା କିଛି Office ଆପ୍ଲିକେସନ୍‌‌ରେ ଏକ ନିମ୍ନ ମାନର Office ଉପଭୋକ୍ତା ଅନୁଭୂତିର କାରଣ ହୋଇପାରେ.

    ଆଞ୍ଚଳିକ ଓ ଭାଷା ବିକଳ୍ପଗୁଡିକଏତଦବ୍ୟତୀତ ଏହା ସୁପାରିଶ କରାଯାଇଥାଏ ଯେନିୟନ୍ତ୍ରଣ ପ୍ୟାନେଲ୍‌ରେସମସ୍ତଆଞ୍ଚଳିକ ଓ ଭାଷା ବିକଳ୍ପଗୁଡିକ Microsoft Office ଭାଷା ଆସେସୋରି ପ୍ୟାକ୍‌ - ଓଡ଼ିଆର ଭାଷାକୁ ସେଟ୍‌ ହୋଇଛି.

  • ଏହି ଭାଷା ଆସେସୋରି ପ୍ୟାକ୍‌ ସଂସ୍ଥାପନ କରିବାକୁ:
    1. ଏହି ଲିଙ୍କ୍‌‌ରେକ୍ଲିକ୍‌ କରିବା ଦ୍ୱାରାଭାଷା ଆସେସୋରି ପ୍ୟାକ୍‌ ସଂସ୍ଥାପକ ଡାଉନଲୋଡ୍‌ କରନ୍ତୁଭାଷା ଆସେସୋରି ପ୍ୟାକ୍‌ ସଂସ୍ଥାପକ ଡାଉନଲୋଡ୍‌ କରନ୍ତୁ
    2. ଯେତେବେଳେ ଡାଉନଲୋଡ୍‌ ହେବା ସମାପ୍ତ ହେବ ଚାଳନ ଚୟନ କରନ୍ତୁ.
    3. ସଂସ୍ଥାପନ ସମ୍ପୂର୍ଣ୍ଣ କରିବାକୁ ସ୍କ୍ରିନ୍‌‌ରେ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ.

    ଭାଷା ଆସେସୋରି ପ୍ୟାକ୍‌ ଭାଷାରେ ଉପଭୋକ୍ତା ଇଣ୍ଟରଫେସ୍‌ ସୁଇଚ୍‌ କରନ୍ତୁ
    ଭାଷା ଆସେସୋରି ପ୍ୟାକ୍‌ ସଂସ୍ଥାପନ ହେବା ପରେ, ଆପଣ ଉପଭୋକ୍ତା ଇଣ୍ଟରଫେସ୍‌ ଭାଷାକୁ (ଓଡ଼ିଆ)କୁ Office ଭିତରେ କିମ୍ବା Microsoft Office ଭାଷା ଅଗ୍ରାଧିକାର ଆପ୍ଲିକେସନ୍‌ ଠାରୁ ବ୍ୟବହାର କରନ୍ତୁ.

    ଭାଷା ଅଗ୍ରାଧିକାରଗୁଡିକ ଠାରୁ ଉପଭୋକ୍ତା ଇଣ୍ଟରଫେସ୍‌ ଭାଷା ସୁଇଚ୍‌ କରିବାକୁ:

    1. ଲଞ୍ଚ କରନ୍ତୁOffice ଭାଷା ଅଗ୍ରାଧିକାରଗୁଡିକ.
    2. ସମ୍ପାଦନା ଭାଷା ମନୋନୟନ ତାଲିକା ଠାରୁ,ଆପଣଙ୍କ ସମ୍ପାଦନା ଭାଷା ଚୟନକରନ୍ତୁ ଏବଂଡିଫଲ୍ଟ ଭାବେ ସେଟ୍ କରନ୍ତୁବଟନ୍‌ କ୍ଲିକ୍‌ କରନ୍ତୁ.
    3. ସମ୍ପାଦନା ଭାଷା ମନୋନୟନ ତାଲିକା ଠାରୁ,ଠାରୁ,ଆପଣଙ୍କ ପ୍ରଦର୍ଶନ ଭାଷାଚୟନ କରନ୍ତୁ ଏବଂଡିଫଲ୍ଟ ଭାବେ ସେଟ୍ କରନ୍ତୁବଟନ୍‌ କ୍ଲିକ୍‌ କରନ୍ତୁ.
    4. ଓକେବଟନ୍‌କ୍ଲିକ୍‌ କରନ୍ତୁ.

    ଏକ Office ଆପ୍ଲିକେସନ୍‌ ଭିତରେ ଉପଭୋକ୍ତା ଇଣ୍ଟରଫେସ୍‌ ଭାଷା ସୁଇଚ୍‌ କରିବାକୁ:

    1. ଫାଇଲ୍‌, ବିକଳ୍ପଗୁଗୁଡିକୁଯାଆନ୍ତୁ, ଏବଂ ତାପରେଭାଷା ଚୟନ କରନ୍ତୁ.
    2. ସମ୍ପାଦନା ଭାଷା ମନୋନୟନ ତାଲିକା ଠାରୁ,ଆପଣଙ୍କ ସମ୍ପାଦନା ଭାଷା ଚୟନକରନ୍ତୁ ଏବଂଡିଫଲ୍ଟ ଭାବେ ସେଟ୍ କରନ୍ତୁକ୍ଲିକ୍‌ କରନ୍ତୁ.
    3. ସମ୍ପାଦନା ଭାଷା ମନୋନୟନ ତାଲିକା ଠାରୁ,ଠାରୁ,ଆପଣଙ୍କ ପ୍ରଦର୍ଶନ ଭାଷାଚୟନ କରନ୍ତୁ ଏବଂଡିଫଲ୍ଟ ଭାବେ ସେଟ୍ କରନ୍ତୁକ୍ଲିକ୍‌ କରନ୍ତୁ.
    4. ଓକେବଟନ୍‌କ୍ଲିକ୍‌ କରନ୍ତୁ.

    ଆପଣ ଚୟନ କରିଥିବା ଭାଷା ସେଟିଂସମୂହ ଆପଣ ପରବର୍ତ୍ତୀ ଥର Office ଆପ୍ଲିକେସନ୍‌ଗୁଡିକ ପ୍ରାରମ୍ଭ କରିବା ବେଳେ କାର୍ଯ୍ୟକାରୀ ହେବ.

    ବନାନ ଭାଷା ପରିବର୍ତ୍ତନ କରନ୍ତୁ
    Microsoft Office ଭାଷା ଆସେସୋରି ପ୍ୟାକ୍‌ - (ଓଡ଼ିଆ) ଆପଣଙ୍କ ଭାଷାରେ ପ୍ରୁଫିଂ ଉପକରଣଗୁଡିକ ଅନ୍ତର୍ଭୁକ୍ତ କରିପାରେ. ପାଠ୍ୟର ଏକ ଚୟନ ପାଇଁ ବନାନ ଭାଷା କିପରି ପରିବର୍ତ୍ତନ କରିବେ ତାହା ଏଠାରେ ରହିଛି:

    Excel: ଡିଫଲ୍ଟ ବନାନ ଭାଷା ନିର୍ଣ୍ଣୟ କରିବାକୁ Excel Microsoft Office ପ୍ରାଥମିକ ସମ୍ପାଦନା ଭାଷା ସେଟିଂ ବ୍ୟବହାର କରେ. ଏହା ପରିବର୍ତ୍ତନ କରିବାକୁ, କ୍ଲିକ୍‌ କରନ୍ତୁ ଫାଇଲ୍‌ ଏବଂ ତାତାପରେ କ୍ଲିକ୍‌ କରନ୍ତୁବିକଳ୍ପଗୁଡିକ. କ୍ଲିକ୍‌ କରନ୍ତୁପ୍ରୁଫିଂ ବିକଳ୍ପ ଏବଂ ଅଭିଧାନ ଭାଷା ତାଲିକାରୁ ଉପଲବ୍ଧଭାଷାଗୁଡିକ ମଧ୍ୟରୁ ଗୋଟିଏବାଛନ୍ତୁ.

    Outlook, PowerPoint, Word ଏବଂ OneNote:ବନାନ ଯାଞ୍ଚ କରିବାକୁ ଆପଣ ଚାହୁଁଥିବା ପାଠ ଚୟନ କରନ୍ତୁ, କ୍ଲିକ୍‌ କରନ୍ତୁସମୀକ୍ଷା,ଭାଷା ବଟନ୍‌କ୍ଲିକ୍‌ କରନ୍ତୁ, ଏବଂ ତାପରେପ୍ରୁଫିଂ ଭାଷା ସେଟ୍‌ କରିବା ବିକଳ୍ପ କ୍ଲିକ୍‌ କରନ୍ତୁ. ତାଲିକା ବାକ୍ସରୁ ଆପଣଙ୍କ ବାଞ୍ଛନୀୟ ଭାଷା ଚୟନ କରନ୍ତୁ ଏବଂ ବଟନ୍‌.