Trace Id is missing
ମୁଖ୍ୟ ବିଷୟବସ୍ତୁକୁ ଯାନ୍ତୁ
ସାଇନ୍ ଇନ୍

Windows 7 ଭାଷା ଇଣ୍ଟର୍‌ଫେସ୍ ପ୍ୟାକ୍

Windows 7 ଲଙ୍ଗୁଏଜ୍ ଇଣ୍ଟର୍‌ଫେସ୍ ପ୍ୟାକ୍ (LIP), Windows 7 ର ସର୍ବାଧିକ ବ୍ୟବହୃତ ଅଞ୍ଚଳ ପାଇଁ ଏକ ଆଂଶୀକ ଅନୁବାଦିତ ଉପଭୋକ୍ତା ଇଣ୍ଟର୍‌ଫେସ୍ ପ୍ରଦାନ କରେ

ଗୁରୁତ୍ୱପୂର୍ଣ୍ଣ! ନିମ୍ନରେ ଏକ ଭାଷାର ଚୟନ କରିଲେ ସମ୍ପୂର୍ଣ୍ଣ ପୃଷ୍ଠା ବିଷୟବସ୍ତୁଟି ସେହି ଭାଷାକୁ ଡାଇନାମିକ୍ ଭାବେ ବଦଳି ଯିବ।

  • ସଂସ୍କରଣ:

    1.0

    ପ୍ରକାଶିତ ତାରିଖ:

    9/15/2010

    ଫାଇଲ ନାମ:

    LIP_or-IN-64bit.mlc

    LIP_or-IN-32bit.mlc

    ଫାଇଲ୍ ଆକାର:

    4.7 MB

    3.0 MB

    Windows ଲଙ୍ଗୁଏଜ୍ ଇଣ୍ଟର୍‌ଫେସ୍ ପ୍ୟାକ୍ (LIP) Windows ର ବିସ୍ତୃତ ଭାବରେ ବ୍ୟବହୃତ ହୋଇଥିବା ଅନୁବାଦିତ ସଂସ୍କରଣର ଏକ ଅଂଶ ପ୍ରଦନ କରେ । LIP ସଂସ୍ଥାପନ କରିବ ପରେ, ୱିଜାର୍ଡ୍‌ର ପାଠ୍ୟ, ସଂଳାପ ବାକ୍ସଗୁଡିକ, ମେନ୍ୟୁ, ଏବଂ ସହାୟତା ଏବଂ ସାମର୍ଥ୍ୟ ବିଷୟଗୁଡିକ LIP ଭାଷାରେ ପ୍ରଦର୍ଶିତ ହେବ । ପାଠ୍ୟ ଯାହା ଅନୁବାଦିତ ହୋଇନାହିଁ ତାହା Windows 7 ର ଭାଷା ଆଧାରିତ, ଉଦାହରଣ ସ୍ଵରୁପ, ଯଦି ଆପଣ Windows 7 ର ସ୍ପେନିୟ ସଂସ୍କରଣ କ୍ରୟ କରିଛନ୍ତି, ଏବଂ ଏକ କାତାଲନ୍ LIP ସଂସ୍ଥାପନ କରିଛନ୍ତି, ତେବେ କିଛି ପାଠ୍ୟ ସ୍ପେନିୟରେ ରହିବ । ଆପଣ ଏକ ମୂଳ ଭାଷାରେ ଏକ ଠାରୁ ଅଧିକ LIP ସଂସ୍ଥାପନ କରିବେ Windows LIP ଗୁଡିକ ସମସ୍ତ Windows 7 ସଂସ୍କରଣଗୁଡିକରେ ସଂସ୍ଥାପିତ ହେବ ।
  • ସମର୍ଥିତ ଅପରେଟିଂ ସିଷ୍ଟମ୍ ଗୁଡ଼ିକ

    Windows 7

    • Microsoft Windows 7
    • Windows 7 ର ଆବଶ୍ୟାକୀୟ ବେସ୍ ଭାଷାର ସଂସ୍ଥାପନ: ଇଂରାଜୀ
    • 4.63 Mb ଡାଉନ୍‌ଲୋଡ୍ ପାଇଁ ମୁକ୍ତ ସ୍ଥାନ
    • 15 Mb ର ମୁକ୍ତ ସ୍ଥାନ ସେଟ୍‌ଅପ୍ ପାଇଁ
  • ଚେତାବନୀ: ଯଦି ଆପଣଙ୍କର BitLocker ଏନ୍‌କ୍ରିପ୍‌ସନ୍ ସାମର୍ଥ୍ୟ ହୋଇଛି, LIP ସଂସ୍ଥାପନ କରିବା ପୂର୍ବରୁ ତାହାକୁ ରଦ୍ଧ କରନ୍ତୁ । Control Panel ଖୋଲନ୍ତୁ, System and Security ଚୟନ କରନ୍ତୁ, ତାପରେ BitLocker Drive EncryptionSuspend Protection ରେ କ୍ଲିକ୍ କରନ୍ତୁ ।

    କାରଣ Windows 7 ର 32-ବିଟ୍ ଏବଂ 64-ବିଟ୍ ସଂସ୍କରଣ ପାଇଁ ଭିନ୍ନ ଡାଉନ୍‌ଲୋଡ୍‌‌ଗୁଡିକ ରହିଛି, ଆପଣ ଡାଉନ୍‌ଲୋଡ୍ ଆରମ୍ଭ କରିବା ପୂର୍ବରୁ, ଆପଣ Windows 7 ର କେଉଁଟି ସଂସ୍ଥାପନ କରୁଛନ୍ତି ଆପଣଙ୍କୁ ଚିହ୍ନଟ କରିବାକୁ ପଡିବ: ଆପଣ ସଂସ୍ଥାପନ କରିଥିବା Windows 7 ର କେଉଁ ସଂସ୍କରଣ କିପରି ନିର୍ଦ୍ଧାରଣ କରିବେ ଏଠାରେ ଦର୍ଶାଯାଇଛି:

    Start ବଟନ୍‌ରେ କ୍ଲିକ୍ କରନ୍ତୁ ତାପରେ କମ୍ପ୍ୟୁଟର୍‌ରେ ଡାହାଣ-କ୍ଲିକ୍ କରନ୍ତୁ ଏବଂ Properties ଚୟନ କରନ୍ତୁ । ଏହା ଆପଣଙ୍କ କମ୍ପ୍ୟୁଟର୍‌ର ମୌଳିକ ସୂଚନା ସମ୍ଵନ୍ଧରେ ଆଣିବ ।
    ସିଷ୍ଟମ୍ ପ୍ରକାର ପାଇଁ ସିଷ୍ଟମ୍ ବିଭାଗକୁ ଦେଖନ୍ତୁ । ଏହା ଚିହ୍ନଟ କରିବ ଯଦି ଆପଣଙ୍କର Windows 7 ଅପରେଟିଂ ସିଷ୍ଟମ୍ 32-ବିଟ୍ ଅପରେଟିଂ ସିଷ୍ଟମ୍ କିମ୍ଵା 64-ବିଟ୍ ଅପରେଟିଂ ସିଷ୍ଟମ୍ ହୋଇଥିବ ।

    32-ବିଟ୍ ସଂସ୍କରଣ ସଂସ୍ଥାପନ କରିବାକୁ, ଆପଣ ହୁଏତ:

    1. କ୍ଲିକ୍ କରନ୍ତୁ ଡାଉନ୍‌ଲୋଡ୍ ବଟନ୍, ତାପରେ କ୍ଲିକ୍ କରନ୍ତୁ Open LIP ସଂସ୍ଥାପନ କରିବାକୁ


    2. କିମ୍ଵା

    3. କ୍ଲିକ୍ କରନ୍ତୁ ଡାଉନ୍‌ଲୋଡ୍ ବଟନ୍
      • କ୍ଲିକ୍ କରନ୍ତୁ Save ଆପଣଙ୍କର କମ୍ପ୍ୟୁଟରକୁ ଫାଇଲ୍ କପି କରିବାକୁ,
      • ଡାଉନ୍‌ଲୋଡ୍ ହୋଇଥିବା ଫାଇଲ୍‌କୁ ନାଭିଗେଟ୍ କରନ୍ତୁ ଏବଂ LIP ସଂସ୍ଥାପନ କରିବାକୁ ଏଥିରେ ଦୁଇଥର-କ୍ଲିକ୍ କରନ୍ତୁ

    64-ବିଟ୍ ସଂସ୍କରଣ ସଂସ୍ଥାପନ କରିବାକୁ, ଆପଣ ନିଶ୍ଚିତ ଭାବରେ 2 ଉପରୋକ୍ତୋ ବିକଳ୍ପ ବ୍ୟବାହର କରିବେ ।