Windows 7 64-ବିଟ୍ ସଂସ୍କରଣ ଏବଂ Windows Server 2008 R2 64-ବିଟ୍ ସଂସ୍କରଣ ପାଇଁ Internet Explorer 11
Windows 7 ପାଇଁ ଅନୁମୋଦିତ ଦ୍ରୁତ ଏବଂ ପ୍ରବାହୀ ବ୍ରାଉଜର୍ ଡାଉନ୍ଲୋଡ୍ କରନ୍ତୁ.
ଗୁରୁତ୍ୱପୂର୍ଣ୍ଣ! ନିମ୍ନରେ ଏକ ଭାଷାର ଚୟନ କରିଲେ ସମ୍ପୂର୍ଣ୍ଣ ପୃଷ୍ଠା ବିଷୟବସ୍ତୁଟି ସେହି ଭାଷାକୁ ଡାଇନାମିକ୍ ଭାବେ ବଦଳି ଯିବ।
ସଂସ୍କରଣ:
11.0.0.0
ପ୍ରକାଶିତ ତାରିଖ:
11/6/2013
ଫାଇଲ ନାମ:
IE11-Windows6.1-x64-or-in.exe
ଫାଇଲ୍ ଆକାର:
54.7 MB
KB ଆର୍ଟିକିଲ୍:
Internet Explorer 11. Windows 7 ପାଇଁ ଦ୍ରୁତ ଏବଂ ଫ୍ଲୁଡ୍.
- ଦ୍ରୁତ: ସାଇଟ୍ଗୁଡିକ ଲୋଡ୍ କରିବାରେ ଦ୍ରୁତ ଏବଂ ସେଗୁଡିକ ମାଧ୍ୟମରେ ଆପଣଙ୍କୁ ନାଭିଗେଟ୍ କରିବା ବେଳେ ପ୍ରବାହୀ କରେ.
- ସହଜ: Windows ସହିତ ସିମ୍ଲେସ୍, ଆପଣ ଚାହୁଁଥିବା ପରି ଏହା କାର୍ଯ୍ୟକରେ.
- ସୁରକ୍ଷିତ: ବିପଦତାଗୁଡିକ ଠାରୁ ଉତ୍ତମ ପ୍ରତିରୋଧକ ଏବଂ ବୃଦ୍ଧିକର ଅନ୍ଲାଇନ୍ରେ ଗୋପନୀୟତା.
ସମର୍ଥିତ ଅପରେଟିଂ ସିଷ୍ଟମ୍ ଗୁଡ଼ିକ
Windows 7 Service Pack 1, Windows Server 2008 R2 SP1
- କମ୍ପ୍ୟୁଟର୍/ ପ୍ରୋସେସର୍: ଏକ 233MHz ପ୍ରୋସେସର୍ କିମ୍ଵା ଉଚ୍ଚ୍ଚତର ସହିତ କମ୍ପ୍ୟୁଟର୍ (ପେଣ୍ଟିୟମ୍ ପ୍ରୋସେସର୍ ଅନୁମୋଦିତ)
- ମେମୋରୀ: 512MB
- ହାର୍ଡ୍ ଡ୍ରାଇଭ୍ ଖାଲିସ୍ଥାନ:70MB
- ପ୍ରଦର୍ଶନ: ସୁପର୍ VGA (800 x 600) କିମ୍ଵା ଉଚ୍ଚ୍ଚତ୍ତର-ରିଜୋଲ୍ୟୁସନ୍ ମୋନିଟର୍ ସହିତ 256 ରଙ୍ଗଗୁଡିକ.
- ସହାୟକଗୁଡିକ: ମୋଡେମ୍ କିମ୍ଵା ଇଣ୍ଟର୍ନେଟ୍ ସଂଯୋଜନ; Microsoft ମାଉସ୍, Microsoft IntelliMouse, କିମ୍ଵା ସୁସଙ୍ଗତ ପଏଣ୍ଟିଂ ଡିଭାଇସ୍.
- ଡାଉନଲୋଡ୍ ଆରମ୍ଭ କରିବାକୁ ଏହି ପୃଷ୍ଠାରେ ଡାଉନଲୋଡ୍ ବଟନ୍ କ୍ଲିକ୍ କରନ୍ତୁ.
- ନିମ୍ନୋକ୍ତ ମଧ୍ୟରୁ ଏକ କରନ୍ତୁ:
- ତୁରନ୍ତ ସଂସ୍ଥାପନ ଆରମ୍ଭ କରିବାକୁ, ଖୋଲନ୍ତୁ କ୍ଲିକ୍ କରନ୍ତୁ କିମ୍ଵା ଏହାର ବର୍ତ୍ତମାନର ଅବସ୍ଥାନ ଠାରୁ ଏହି ପ୍ରୋଗ୍ରାମ୍ ଚଳାନ୍ତୁ
- ଏକ ପରବର୍ତ୍ତି ସମୟରେ ସଂସ୍ଥାପନ ପାଇଁ ଆପଣଙ୍କର କମ୍ପ୍ୟୁଟରକୁ ଡାଉନଲୋଡ୍ କପି କରିବାକୁ, ସଂରକ୍ଷଣ କିମ୍ଵା ଡିସ୍କକୁ ଏହି ପ୍ରୋଗ୍ରାମ୍ ସଂରକ୍ଷଣ କ୍ଲିକ୍ କରନ୍ତୁ