Trace Id is missing
ମୁଖ୍ୟ ବିଷୟବସ୍ତୁକୁ ଯାନ୍ତୁ
ସାଇନ୍ ଇନ୍

Microsoft Office Language Interface Pack 2010 – ଓଡିଆ

Microsoft Office Language Interface Pack 2010 – ଓଡିଆ ପ୍ରଦାନ କରୁଛି ଏକ [ଭାଷା] ଉପଭୋକ୍ତା ଇଣ୍ଟରଫେସ୍ ଅନେକ Microsoft Office 2010 ପ୍ରୋଗ୍ରାମ୍‌ସମୂହ ପାଇଁ.

ଗୁରୁତ୍ୱପୂର୍ଣ୍ଣ! ନିମ୍ନରେ ଏକ ଭାଷାର ଚୟନ କରିଲେ ସମ୍ପୂର୍ଣ୍ଣ ପୃଷ୍ଠା ବିଷୟବସ୍ତୁଟି ସେହି ଭାଷାକୁ ଡାଇନାମିକ୍ ଭାବେ ବଦଳି ଯିବ।

  • ସଂସ୍କରଣ:

    1

    ପ୍ରକାଶିତ ତାରିଖ:

    12/20/2019

    ଫାଇଲ ନାମ:

    O14LipHelp.chm

    languageinterfacepack-x86-or-in.exe

    languageinterfacepack-x64-or-in.exe

    ଫାଇଲ୍ ଆକାର:

    219.9 KB

    13.8 MB

    15.3 MB

    Microsoft Office Language Interface Pack 2010 – ଓଡିଆ ପ୍ରଦାନ କରୁଛି ଏକ [ଭାଷା] ଉପଭୋକ୍ତା ଇଣ୍ଟର୍‌ଫେସ୍ ପାଇଁ:
    • Microsoft Office Excel 2010

    • Microsoft Office OneNote 2010

    • Microsoft Office Outlook 2010

    • Microsoft Office PowerPoint 2010

    • Microsoft Office Word 2010
  • ସମର୍ଥିତ ଅପରେଟିଂ ସିଷ୍ଟମ୍ ଗୁଡ଼ିକ

    Windows 7, Windows Vista

    • ସଫ୍ଟୱେର୍ ଆବଶ୍ୟକ: ଯେକୌଣସି ସୁଟ୍ କିମ୍ଵା Microsoft Office 2010 ର ଷ୍ଟାଣ୍ଡ-ଏଲୋନ୍ କପି ଧାରଣ କରିଛି ଏକ କିମ୍ଵା ଅଧିକ ନିମ୍ନୋକ୍ତୋ ଆପ୍ଲିକେସନ୍ ମଧ୍ୟରୁ: Excel, OneNote, Outlook, PowerPoint କିମ୍ଵା Word.
    • ଡିସ୍କ ସ୍ଥାନ ଆବଶ୍ୟକତା: ବର୍ତ୍ତମାନ ସଂସ୍ଥାପିତ ହୋଇଥିବା Office 2010 ପ୍ରୋଗ୍ରାମ୍‌ସମୂହ ଦ୍ଵାରା ବ୍ୟବହୃତ ହୋଇଥିବା ହାର୍ଡ୍ ଡିସ୍କ ସ୍ଥାନରେ, 20 ମେଗାବାଇଟ୍ (MB) ଉପଲବ୍ଧ ରହିଥିବା ହାର୍ଡ୍ ଡିସ୍କର ସ୍ଥାନ ଆବଶ୍ୟକ.
    • ସ୍କ୍ରିନ୍ ରିଜୋଲ୍ୟୁସନ୍: Microsoft ଅନୁମୋଦନ କରୁଛି ଯେ ଉପଭୋକ୍ତାଗଣ ସେଟ୍ କରନ୍ତୁ ଏକ ସର୍ବନିମ୍ନ 1280 x 1024 କିମ୍ଵା 1280 x 800 ର ରିଜୋଲ୍ୟୁସନ୍.
  • ଏହି ଡାଉନଲୋଡକୁ ସଂସ୍ଥାପନ
    1. କରିବାକୁ LanguageInterfacePack.exe ଫାଇଲ୍ ଡାଉନଲୋଡ୍ କରନ୍ତୁ ଡାଉନଲୋଡ୍ କ୍ଲିକ୍ କରି, ବଟନ୍(ଉପରୋକ୍ତ)ଏବଂ ଆପଣଙ୍କର ହାର୍ଡ଼ଡିସ୍କକୁ ଫାଇଲ୍ ସଞ୍ଚୟ କରନ୍ତୁ.
    2. ଦୁଇଥର-କ୍ଲିକ୍ କରନ୍ତୁ LanguageInterfacePack.exe ସେଟ୍‌ଅପ୍ ପ୍ରୋଗ୍ରାମ୍ ଆରମ୍ଭ କରିବାକୁ ଆପଣଙ୍କର ହାର୍ଡ୍‌‌ଡିସ୍କରେ ପ୍ରୋଗ୍ରାମ୍ ଫାଇଲ୍.
    3. ସଂସ୍ଥାପନ ସମ୍ପୂର୍ଣ୍ଣ କରିବାକୁ ସ୍କ୍ରିନ୍‌ରେ ଥିବା ନିର୍ଦ୍ଦେଶାବଳୀସମୂହ ଅନୁସରଣ କରନ୍ତୁ.
    4. ଆପଣଙ୍କର Microsoft Office 2010 Language Interface Pack ପାଇଁ ରି‌ଡ୍‌ମି ଫାଇଲ୍ ଥରେ ସଂସ୍ଥାପନ ହେଲେ ତାହା ମିଳିବ C:\Program Files\Common Files\microsoft shared\OFFICE14\LCID\LIPread.htm
    5. Office 2007 Language Interface Pack ସହିତ Office 2007 ନବୀକରଣ କରି କିମ୍ଵା ଏକ ଅଗ୍ରାଧିକାର ସଂସ୍କରଣ Office 2010 କୁ ଏକ ଅଗ୍ରାଧିକାର ସଂସ୍କରଣ କିମ୍ଵା ଏକ ଅଗ୍ରାଧିକାର ସଂସ୍କରଣ Office 2010 କୁ Office 2010 Language Interface Pack ସହିତ ସମର୍ଥିତ ନୁହେଁ. ଯଦି ଆପଣ Office 2010 କୁ Office 2007 ର ଆପଣଙ୍କର ମୂଳ ସଂସ୍ଥାପନ ନବୀକରଣ କରିବାକୁ ଚାହିଁବେ Office 2010 Language Interface Pack ସହିତ ଆପଣ ନିଶ୍ଚିତ ଭାବରେ:
      • ଅଣସଂସ୍ଥାପନ କରିବେ Office 2007 Language Interface Pack
      • ଚଳାନ୍ତୁ Office 2010 ସେଟ୍‌ଅପ୍ ଏବଂ ନବୀକରଣ ବିକଳ୍ପ ଚୟନ କରନ୍ତୁ.
      • ଯେତେବେଳେ Office 2010 ସେଟ୍‌ଅପ୍ ସମ୍ପୂର୍ଣ୍ଣ ହେବ, ସଂସ୍ଥାପନ କରନ୍ତୁ ଏନଂ ବିନ୍ୟାସ କରନ୍ତୁ Office 2010 Language Interface Pack


      • ଆପଣଙ୍କର Office ଉତ୍ପାଦ ସକ୍ରିୟ କରିବା:
      • ଯଦି ଆପଣ "Microsoft Office Activation Wizard" ସଂଳାପ‌ରେ ସମ୍ପୂର୍ଣ୍ଣ ସଂସ୍ଥାପନ କୋଡ୍ ପଠନରେ ଅସୁବିଧା ଅନୁଭବ କରୁଛନ୍ତି, କିମ୍ଵା ସମ୍ପୂର୍ଣ୍ଣ ସଂସ୍ଥାପନ କୋଡ୍ ସଠିକ୍ ଭାବରେ ପ୍ରଦର୍ଶନ ହେଉନଥିବ ଯେତେବେଳେ ବ୍ୟବହାର କରୁଛନ୍ତି ଆପଣଙ୍କର Microsoft® Office Language Interface Pack 2010, ଦୟାକରି ବାତିଲ୍ କରନ୍ତୁ ୱିଜାର୍ଡ୍ ଏବଂ ସୁଇଚ୍ କରନ୍ତୁ ଆପଣଙ୍କର ଇଂରାଜୀ ଉତ୍ପାଦକୁ ଆପଣଙ୍କର Microsoft Office ଉତ୍ପାଦ ସକ୍ରିୟ କରିବାକୁ.


    ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀସମୂହ:

    Microsoft Office Language Interface Pack 2010– ଓଡିଆ ର ଭାଷାକୁ ଆପଣଙ୍କର ଉପଭୋକ୍ତା ଇଣ୍ଟର୍‌ଫେସ୍ ସୁଇଚ୍ କରିବାକୁ, ନିମ୍ନୋକ୍ତ ଷ୍ଟେପ୍‌ଗୁଡିକକୁ ଅନୁସରଣ କରନ୍ତୁ:

    1. Microsoft Office 2010 Language ଅଗ୍ରାଧିକାରସମୂହ ଉନ୍ମୋଚନ କରନ୍ତୁ ଆରମ୍ଭ\ସମସ୍ତ ପ୍ରୋଗ୍ରାମସମୂହ\Microsoft Office\Microsoft Office ଉପକରଣସମୂହ ମେନ୍ୟୁ ଠାରୁ
    2. ପ୍ରଦର୍ଶନ ଏବଂ ସହାୟତା ଭାଷାସମୂହ ଚୟନରେ, ଭାଷା ପ୍ରଦର୍ଶନରେ ଆବଶ୍ୟକୀୟ ଭାଷା ଚୟନ କରନ୍ତୁ ଏବଂ କ୍ଲିକ୍ କରନ୍ତୁ ଓ ଡିଫଲ୍ଟ୍ ବଟନ୍ ଭାବେ ସେଟ୍ କରନ୍ତୁ
    3. ସମ୍ପାଦିତ ଭାଷା ଚୟନରେ ଆବଶ୍ୟକୀୟଭାଷା ଚୟନ କରନ୍ତୁ ଏବଂ ସେଟ୍ ହୋଇଥିବା ଡିଫଲ୍ଟ ବଟନ୍ କ୍ଲିକ୍ କରନ୍ତୁ
    4. ଠିକ୍ ଅଛି ବଟନ୍ କ୍ଲିକ୍ କରନ୍ତୁ.

    ଭାଷା ସେଟିଂସମୂହ ଯାହା ଆପଣ ଚୟନ କରିଛନ୍ତି ପ୍ରଭାବିତ ହେବ ପରବର୍ତ୍ତି ସମୟରେ ଆପଣ ଆପଣଙ୍କର Office ଆପ୍ଲିକେସନ୍ ସମୂହ ଆରମ୍ଭ କଲେ.
    ନୋଟ୍: ସହାୟତା Microsoft Office Language Interface Pack 2010– ଓଡିଆ ର ଭାଷାକୁ ସୁଇଚ୍ ହୋଇପାରିବ ନାହିଁ. ସହାୟତା ସର୍ବଦା ଆପଣଙ୍କର ମୂଳ ସଂସ୍ଥାପନ ଭାଷାରେ ହିଁ ରହିବ.
    ସର୍ବଦା ମୂଳ ଭାଷାକୁ ଡ୍ରପ୍‌ଡାଉନ୍ ତାଲିକାରେ ଆପଣଙ୍କର ପ୍ରଦର୍ଶନ ସହାୟତା ସେଟ୍ କରନ୍ତୁ.

    ଏହି ଡାଉନ୍‌ଲୋଡ୍ ଅପସାରଣ କରିବାକୁ:
      Windows XP Home କିମ୍ଵା Professional ସଂସ୍କରଣରେ ଏହି ଷ୍ଟେପ୍‌ସମୂହ ଅନୁସରଣ କରନ୍ତୁ:
    1. ସମସ୍ତ ପ୍ରୋଗ୍ରାମ୍‌ସମୂହ ତ୍ୟାଗ କରନ୍ତୁ.
    2. Windowsରେ ନିୟନ୍ତ୍ରଣ ପ୍ୟାନେଲ୍ ଆଇକନରେ ଯୋଡ଼ନ୍ତୁ କିମ୍ବା ଅପସାରଣ ଦୁଇଥର କ୍ଲିକ୍ କରନ୍ତୁ.
    3. ବର୍ତ୍ତମାନ ସଂସ୍ଥାପିତ ହୋଇଥିବା ପ୍ରୋଗ୍ରାମସମୂହ ବାକ୍ସରେ Microsoft Office Language Interface Pack 2010 କ୍ଲିକ୍ କରନ୍ତୁ ତା ପରେ ଅପସାରଣ ବଟନ୍ କ୍ଲିକ୍ କରନ୍ତୁ.
    4. ସ୍କ୍ରିନ୍‌ର ନିର୍ଦ୍ଦେଶାବଳୀସମୂହ ଅନୁସରଣ କରନ୍ତୁ.

      Windows Vista କିମ୍ଵା Windows 7 ରେ ଏହି ଷ୍ଟେପ୍‌ସମୂହ ଅନୁସରଣ କରନ୍ତୁ:
    1. ସମସ୍ତ ପ୍ରୋଗ୍ରାମ୍‌ସମୂହ ତ୍ୟାଗ କରନ୍ତୁ.
    2. Windows ନିୟନ୍ତ୍ରଣ ପ୍ୟାନେଲରେ ଥିବା ପ୍ରୋଗ୍ରାମ୍ ଓ ବୈଶିଷ୍ଟ୍ୟସମୂହ ଆଇକନରେ ଡବଲ୍ କ୍ଲିକ୍ କରନ୍ତୁ.
    3. ଅଣସଂସ୍ଥାପନ କିମ୍ବା ଏକ ପ୍ରୋଗ୍ରାମ୍ ପରିବର୍ତ୍ତନ ବିକଳ୍ପରେ ବର୍ତ୍ତମାନ ସଂସ୍ଥାପିତ ହୋଇଥିବା ପ୍ରୋଗ୍ରାମ୍ ବାକ୍ସ Microsoft Office Language Interface Pack 2010– -ଓଡିଆ କ୍ଲିକ୍ କରନ୍ତୁ, ତା ପରେ ଅଣସଂସ୍ଥାପନ ବିକଳ୍ପ କ୍ଲିକ୍ କରନ୍ତୁ.
    4. ସ୍କ୍ରିନ୍‌ର ନିର୍ଦ୍ଦେଶାବଳୀସମୂହ ଅନୁସରଣ କରନ୍ତୁ.



    ଯଦି ଆପଣ CHM ଫାଇଲ୍ ଡାଉନ୍‌ଲୋଡ୍ କରିବା ପରେ ଦେଖି ପାରୁନାହାଁନ୍ତି, ଆପଣ ନିମ୍ନୋକ୍ତ ଷ୍ଟେପଗୁଡିକକୁ ସଞ୍ଚାଳନ କରିବେ ଯାହା ବିଷ୍ୟବସ୍ତୁ ଦର୍ଶନ କରିବାରେ ଆପଣଙ୍କୁ ସହାୟତା କରିବ :
    1. ଆପଣ CHM ଫାଇଲ୍ ଡାଉନ୍‌ଲୋଡ୍ କରିଥିବା ଫୋଲ୍ଡର୍ ଖୋଲନ୍ତୁ.
    2. CHM ରେ ଡାହାଣ ପଟ କ୍ଲିକ୍ କରନ୍ତୁ ଏବଂ ଦୃଶ୍ୟଲବ୍ଧ ହେଉଥିବା ମେନ୍ୟୁ ଠାରୁ, ଗୁଣଧର୍ମସମୂହ ଚୟନ କରନ୍ତୁ.
    3. ସାଧାରଣ ଟ୍ୟାବ୍‌ରେ, ଅଣଅବରୋଧ ବଟନ୍ କ୍ଲିକ୍ କରନ୍ତୁ ଏବଂ ତାପରେ ଓକେ ବଟନ୍ କ୍ଲିକ୍ କରନ୍ତୁ.
    4. CHM ଫାଇଲ୍‌ରେ ଦୁଇଥର କ୍ଲିକ୍ କରନ୍ତୁ ଏବଂ ଆପଣ ଏହାର ବିଷ୍ୟବସ୍ତୁସମୂହ ଦେଖିବାକୁ ସାମର୍ଥ୍ୟ ହେବେ.